ବିଶ୍ୱର ସବୁଠାରୁ ବଡ଼ ଅଫିମ ଉତ୍ପାଦନକାରୀ ଦେଶ ସାଜିଲା ମିଆଁମାର;ଭାରତର ସୁରକ୍ଷା ପ୍ରତି ବଢ଼ିଲା ବଡ଼ ବିପଦ || Myanmar becomes world’s largest opium producer; poses a major threat to India’s security

ଭାରତର ପଡ଼ୋଶୀ ଦେଶ ମିଆଁମାର ଏବେ ବିଶ୍ୱର ସବୁଠାରୁ ବଡ଼ ଅଫିମ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ମିଆଁମାରରେ ବେଆଇନ ଭାବେ ଚାଲିଥିବା ଏହି ଅଫିମ ଚାଷ ଓ ଚୋରା ଚାଲାଣ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ସହ ଜଡ଼ିତ ସୁରକ୍ଷା ଏଜେନ୍ସିଗୁଡ଼ିକର ଏକ ସଦ୍ୟତମ ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ମିଆଁମାରରେ ଉତ୍ପାଦିତ … Continue reading ବିଶ୍ୱର ସବୁଠାରୁ ବଡ଼ ଅଫିମ ଉତ୍ପାଦନକାରୀ ଦେଶ ସାଜିଲା ମିଆଁମାର;ଭାରତର ସୁରକ୍ଷା ପ୍ରତି ବଢ଼ିଲା ବଡ଼ ବିପଦ || Myanmar becomes world’s largest opium producer; poses a major threat to India’s security