ମନ ମୋହୁଛି ମାଛକାନ୍ଦଣା ଜଳପ୍ରପାତ, ଶୀତଦିନେ ଜମୁଛି ବଣଭୋଜିର ଆସର

ନୂଆ ବର୍ଷ ହେଉ କି ବଡ଼ଦିନ ଏହି ପିକନିକ ଋତୁରେ ପର୍ଯ୍ୟଟନ ସ୍ଥଳୀକୁ ସବୁବେଳେ ଲୋକଙ୍କ ସୁଅ ଛୁଟିଥାଏ । ମନଲୋଭା ପରିବେଶ ଓ ବଣଭୋଜି ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଖୁସି । ଆଉ ପ୍ରାକୃତିକ ପରିବେଶରେ ସେଲଫି ନେବାରେ ମଜି ଯାଆନ୍ତି ପର୍ଯ୍ୟଟକ । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କର ଭିଡ ବେଶ ଲାଗି ରହେ । ସେହିଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶିମିଳିପାଳ ପାଦଦେଶରେ … Continue reading ମନ ମୋହୁଛି ମାଛକାନ୍ଦଣା ଜଳପ୍ରପାତ, ଶୀତଦିନେ ଜମୁଛି ବଣଭୋଜିର ଆସର