ନିବେଶର ଏହି ୯ ଉପାୟ, ଯାହା ଆପଣଙ୍କୁ କରିବ ସ୍ମାର୍ଟ୍ ନିବେଶକ

Smart investment: ଆଜିକାଲି ସମସ୍ତେ ନିବେଶ କରୁଛନ୍ତି। କିନ୍ତୁ ସମସ୍ତେ ସ୍ମାର୍ଟ ନିବେଶ କରୁନାହାନ୍ତି। ଯେଉଁକାରଣରୁ ଲୋକମାନେ ନିଜ ଲକ୍ଷ୍ୟରେ ପହଞ୍ଚି ପାରୁନାହାନ୍ତି। ଯେ ପର୍ଯ୍ୟନ୍ତ ଆପଣ ଟଙ୍କା ପାଇଁ କାମ କରୁଛନ୍ତି ସେପର୍ଯ୍ୟନ୍ତ ଆପଣ ଅର୍ଥନୈତିକ ସ୍ୱାଧିନତା ପାଇବେ ନାହିଁ। ଅର୍ଥନୈତିକ ସ୍ୱାଧିନତା ପାଇଁ ଆପଣଙ୍କୁ ନୁହେଁ ଆପଣଙ୍କ ଟଙ୍କାକୁ କାମ କରିବାକୁ ହେବ। ଫାଇନାନସିଆଲ ଦୁନିଆର ଏହା ହେଉଛି ଗୋଟିଏ ପ୍ରସିଦ୍ଧ ଉକ୍ତି। ଯାହା ଅନୁସାରେ ଆପଣ ସୋଇଥିବେ କିନ୍ତୁ ଆପଣଙ୍କ ପାଇଁ ଆପଣଙ୍କ … Continue reading ନିବେଶର ଏହି ୯ ଉପାୟ, ଯାହା ଆପଣଙ୍କୁ କରିବ ସ୍ମାର୍ଟ୍ ନିବେଶକ