Mutiny in Chinese army? Xi Jinping removes top PLA commander ।। ଚୀନ୍ ସେନାରେ ବିଦ୍ରୋହ ? ପିଏଲଏର ବରିଷ୍ଠ କମାଣ୍ଡରଙ୍କୁ ହଟାଇଲେ ଶି ଜିନ୍ ପିଙ୍ଗ୍

ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବିରୁଦ୍ଧରେ କେଉଁ ପ୍ରକାର ବିଦ୍ରୋହ ଚାଲିଛି ? ଏହି ପ୍ରଶ୍ନ ଏହି କାରଣରୁ ଉଠୁଛି ଯେ ଶି ଜିନପିଙ୍ଗ ଚୀନର ସବୁଠାରୁ ଶକ୍ତିଶାଳୀ ସେନା ସଂସ୍ଥା ସେଂଟ୍ରାଲ ମିଲିଟାରୀ କମିଶନ (CMC)ରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପିପୁଲ୍ସ ଲିବରେସନ ଆର୍ମୀ (PLA)ର ସବୁଠାରୁ ବରିଷ୍ଠ ଏଡମିରାଲ ମିଆଓ ହୁଆଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ଦେଶର ଜାତୀୟ ପରମାଣୁ ନିଗମର ଡେପୁଟୀ ଚିଫ ଇଞ୍ଜିନିୟର ଲିଉ … Continue reading Mutiny in Chinese army? Xi Jinping removes top PLA commander ।। ଚୀନ୍ ସେନାରେ ବିଦ୍ରୋହ ? ପିଏଲଏର ବରିଷ୍ଠ କମାଣ୍ଡରଙ୍କୁ ହଟାଇଲେ ଶି ଜିନ୍ ପିଙ୍ଗ୍