ଏହି ଦେଶଗୁଡ଼ିକରେ ଏବେ ମଧ୍ୟ ଜାରି ରହିଛି ମୁସଲମାନ ମହିଳାଙ୍କ ‘ଖତନା’,ଜାଣନ୍ତୁ କେତେ ଭୟଙ୍କର ଏହି ପ୍ରଥା

Muslim Women Circumcision: କଠୋର ମୁସଲମାନମାନଙ୍କ ମଧ୍ୟରେ ସୁନାତ ପରେ ମହିଳାମାନଙ୍କୁ ‘ଶୁଦ୍ଧ’ ବା ‘ବିବାହ ପାଇଁ ପ୍ରସ୍ତୁତ’ ବୋଲି ବିବେଚନା କରାଯାଏ। କିନ୍ତୁ ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏବେ ବି ଧର୍ମ ଓ ପରମ୍ପରା ନାମରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ମୁସଲମାନ ମହିଳାଙ୍କ ସୁନାତ ପ୍ରଥା ବା ଖତନାକୁ ନେଇ ଦୀର୍ଘ ଦିନ ଧରି ସାରାବିଶ୍ୱରେ ଚର୍ଚ୍ଚା ଚାଲିଛି। ସାଧାରଣତଃ ଇସଲାମ ଧର୍ମରେ ପୁରୁଷଙ୍କୁ ସୁନାତ କରାଯାଏ, କିନ୍ତୁ କେତେକ ଦେଶରେ … Continue reading ଏହି ଦେଶଗୁଡ଼ିକରେ ଏବେ ମଧ୍ୟ ଜାରି ରହିଛି ମୁସଲମାନ ମହିଳାଙ୍କ ‘ଖତନା’,ଜାଣନ୍ତୁ କେତେ ଭୟଙ୍କର ଏହି ପ୍ରଥା