ପାକିସ୍ତାନ ଜନ୍ମରୁ ଭାରତ ସହିତ ଶତ୍ରୁତା ରକ୍ଷା କରି ଆସିଛି। ପଡ଼ୋଶୀ ହୋଇଥିଲେ ବି ବେଆଇନ ଭାବେ ଆମ ଦେଶରେ ପ୍ରବେଶ କରି ଆମ ଦେଶର ନାଗରିକଙ୍କୁ ହତ୍ୟା କରିବା ଏହାର ପ୍ରମୁଖ କାମରେ ପରିଣତ ହୋଇଛି। ଭାରତରେ ଅଶାନ୍ତି, ଉତ୍ତେଜନା ଓ ହିଂସା ପ୍ରସାରଣରେ ଏକ ପ୍ରମୁଖ ଭୂମିକା ନେବାକୁ ଚାହିଁଛି। ଏ ଭିତରେ ଭାରତ ସହ ୪ଥର ସାମ୍ନାସାମ୍ନି ଯୁଦ୍ଧ ଲଢ଼ି ସବୁଥିରେ ପାକିସ୍ତାନ ପରାଜିତ ହୋଇଛି। ପାକିସ୍ତାନ ତା’ର ହିଂସା ନୀତିକୁ ତ୍ୟାଗ … Continue reading ମୁନୀରଙ୍କ ଧର୍ମ ଯୁଦ୍ଧ ମାୟାଜାଲ
Copy and paste this URL into your WordPress site to embed
Copy and paste this code into your site to embed