ପାକିସ୍ତାନକୁ ମୁନୀରଙ୍କ ଧୋକା! || Munir’s betrayal of Pakistan!
ଆଜିକାଲି ଦୁନିଆରେ ଯୁଦ୍ଧ କେବଳ ସୀମାରେ ଲଢ଼ାଯାଉନି, ବରଂ କୂଟନୀତି ଏବଂ ଗୁପ୍ତ ଚିଠି ମାଧ୍ୟମରେ ମଧ୍ୟ ଲଢ଼ାଯାଉଛି। ପାକିସ୍ତାନର ସେହି ରହସ୍ୟ, ଯାହାକୁ ଆର୍ମି ଚିଫ୍ ଅସିମ ମୁନୀର ଦୁନିଆ ଆଗରୁ ଲୁଚାଇବାକୁ ଚେଷ୍ଟା କରୁଥିଲେ। କାହିଁକି ଇରାନକୁ ନେଇ ପାକିସ୍ତାନ ଭିତରେ ବିଦ୍ରୋହର ନିଆଁ ଜଳୁଛି? କାହିଁକି ଆସିମ ମୁନୀର ନିଜ ଦେଶର ସିଆ ସମ୍ପ୍ରଦାୟର ଧର୍ମଗୁରୁମାନଙ୍କୁ ଧମକ ଦେଉଛନ୍ତି? କେବଳ ସେତିକି ନୁହେଁ, ଯେଉଁଥିରେ ଇରାନର ବଡ଼ ବଡ଼ ନେତାମାନେ ନିଜ ସୁପ୍ରିମ୍ … Continue reading ପାକିସ୍ତାନକୁ ମୁନୀରଙ୍କ ଧୋକା! || Munir’s betrayal of Pakistan!
Copy and paste this URL into your WordPress site to embed
Copy and paste this code into your site to embed