ସସ୍ମିତଙ୍କୁ ଧମକାଇଲେ ମୁନା ଖାଁ; ବିଜେପିକୁ ଚାଲିଯାଅ

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ଖୋଲା ଧମକ ଦେଇଛନ୍ତି ଅନ୍ୟତମ ସାଂସଦ ମୁଜିବୁଲ୍ଲା ଖାନ୍‍ ଓରଫ ମୁନା ଖାନ୍‍। ବିଜୁ ଜନତା ଦଳର ଆଦର୍ଶ ଓ ନେତାଙ୍କ ବିରୋଧରେ ଯାଇଥିବା ଅଭିଯୋଗ କରି ଶ୍ରୀ ଖାନ୍‍ ସସ୍ମିତଙ୍କୁ କହିଛନ୍ତି ଯଦି ବିଜେପି ଭଲ ଲାଗୁଛି ତେବେ ସେ ସେଠାକୁ ଚାଲିଯିବା ଆବଶ୍ୟକ । ତାଙ୍କର ବିଜେଡିରେ ରହିବାର ଆବଶ୍ୟକତା ନାହିଁ। ସସ୍ମିତ କାହିଁକି ବିଜେଡି ମୁଖିଆଙ୍କ  ନୀତି ବିରୁଦ୍ଧରେ ଯାଇ ସେ ବିଜେପି … Continue reading ସସ୍ମିତଙ୍କୁ ଧମକାଇଲେ ମୁନା ଖାଁ; ବିଜେପିକୁ ଚାଲିଯାଅ