ମୋଗଲ ସମ୍ରାଟ  ଓ ଏମେରାଲ୍ଡ

ଏମରାଲ୍ଡ ପ୍ରତି ମୋଗଲମାନଙ୍କର ବହୁ ଆଗ୍ରହ ରହିଥିଲା Mughal Emperors’ Obsession With Emerald:ଏହି ରତ୍ନ ଗୁଡ଼ିକ ଯେତିକି ଐଶ୍ୱର୍ଯ୍ୟ ଓ ସାମ୍ରାଜ୍ୟର ପ୍ରତୀକ ଥିଲା, ସେତିକି ସୁରକ୍ଷାମୂଳକ ତାବିଜ ଭାବରେ ମଧ୍ୟ ମୂଲ୍ୟବାନ ଥିଲା । ଆସନ୍ତୁ ନଜର ପକାଇବା କିଛି ମୂଲ୍ୟବାନ ଏମେରଲ୍ଡ ଓ ରଙ୍ଗୀନ ଧାବବ ଖଣ୍ଡ ଉପରେ । ମୋଗଲ ସମ୍ରାଟମାନେ ମୂଲ୍ୟବାନ ପଥରପ୍ରେମୀ ଥିଲେ । ବିଶେଷ କରି ପାନା! ଏହି ପଥରର ସ୍ପଷ୍ଟ ସ୍ୱଚ୍ଛତା କାରଣରୁ ମୋଗଲମାେନ ପାଗଳ … Continue reading ମୋଗଲ ସମ୍ରାଟ  ଓ ଏମେରାଲ୍ଡ