ରିଲିଜ ହେଲା ‘ମୁଫାସା: ଦ ଲାୟନ କିଙ୍ଗ’
‘Mufasa: The Lion King’: ୨୦୧୯ରେ ମୁକ୍ତିଲାଭ କରିଥିବା ହଲିଉଡ଼ ଚଳଚ୍ଚିତ୍ର ‘ଲାୟନ କିଙ୍ଗ’ର କାହାଣୀ ଆମେ ସମସ୍ତେ ଜାଣୁ। ସେହି ଚଳଚ୍ଚିତ୍ରରେ ଜଣେ ମହାନ ରାଜା ମୁଫାସାଙ୍କୁ ଦେଖାଯାଇଥିଲା ଯିଏ ଅତ୍ୟନ୍ତ ଦୁଃଖଦ ଭାବରେ ମରିଯାଇଥାଏ । ସେହି ଚଳଚ୍ଚିତ୍ରରେ ମୁଫାସାଙ୍କ କାହାଣୀ କ’ଣ କୁହାଯାଇ ନଥିଲା । କିନ୍ତୁ ବର୍ତ୍ତମାନ, ଆପଣମାନେ ମୁଫାସାଙ୍କ କାହାଣୀ ବିଷୟରେ ଜାଣିବାର ସୁଯୋଗ ପାଇବେ କାରଣ ‘ମୁଫାସା: ଦ ଲାୟନ କିଙ୍ଗ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର … Continue reading ରିଲିଜ ହେଲା ‘ମୁଫାସା: ଦ ଲାୟନ କିଙ୍ଗ’
Copy and paste this URL into your WordPress site to embed
Copy and paste this code into your site to embed