ସୁଭଦ୍ରା ଶକ୍ତି ମେଳା: ମନ ମୋହୁଚି ବାରିପଦା ମୁଢି ମାଂସ

Subhadra Shakti Mela: ମାଛ ଆମ୍ବିଳରେ ହେଉଛି ଭିଡ଼ ଓଡ଼ିଶାର ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଅଭୁତପୂର୍ବ ପ୍ରଦର୍ଶନ, ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛି। ୩୦୦ରୁ ଅଧିକ ଷ୍ଟଲ୍ ସହିତ ଏହି ମେଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି) ମାନଙ୍କ ପାଇଁ ହସ୍ତତନ୍ତ, ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ଘରୋଇ ସାମଗ୍ରୀ, ମା ମାନଙ୍କ ହାତ ତିଆରି ଖାଦ୍ୟ ଓ … Continue reading ସୁଭଦ୍ରା ଶକ୍ତି ମେଳା: ମନ ମୋହୁଚି ବାରିପଦା ମୁଢି ମାଂସ