୧୨କୋଟିର ରାସ୍ତା ପ୍ରକଳ୍ପ ଶୁଭାରମ୍ଭ କଲେ ସାଂସଦ || MP launches Rs 12 crore road project

ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ରବିବାର ଏକାମ୍ର ଏବଂ ଜଟଣୀ ବିଧାନସଭା କ୍ଷେତ୍ର ପାଇଁ ୧୨ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏକାମ୍ର ବିଧାନସଭା କ୍ଷେତ୍ରର ଟିକରପଡ଼ା-ଇତିପୁର ଏବଂ ଜଟଣୀ ବିଧାନସଭା କ୍ଷେତ୍ରର ସରକନ୍ତରା-ବୋତଣ୍ଡା କ୍ଷେତ୍ରରେ ଏହି ରାସ୍ତା ପ୍ରକଳ୍ପଗୁଡ଼ିକ ହାତକୁ ନିଆଯିବ। ସାଂସଦ ଦୟା ନଦୀ ବନ୍ଧରୁ ଗଙ୍ଗୁଆ କେନାଲ ବନ୍ଧ ପର୍ଯ୍ୟନ୍ତ ୫.୩ କିଲୋମିଟର ରାସ୍ତା ପାଇଁ ଶିଳାନ୍ୟାସ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୩.୯୬ କୋଟି … Continue reading ୧୨କୋଟିର ରାସ୍ତା ପ୍ରକଳ୍ପ ଶୁଭାରମ୍ଭ କଲେ ସାଂସଦ || MP launches Rs 12 crore road project