ସାଂସଦ ଅଶୋକ ମିତ୍ତଲଙ୍କ ବଡ଼ ବୟାନ; କହିଲେ, “ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ” || MP Ashok Mittal’s big statement; said, “Justice should be equal for everyone”

ପୁଣେର ବହୁଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଦେଶର ସର୍ବୋଚ୍ଚ ପଞ୍ଚାୟତ ସଂସଦରେ ଏବେ ଏକ ବଡ଼ ଦାବି ଉଠିଛି। ରାଜ୍ୟସଭା ସାଂସଦ ତଥା ଲଭ୍‌ଲି ପ୍ରୋଫେସନାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଅଶୋକ କୁମାର ମିତ୍ତଲ ଏହି ଘଟଣାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିହିତ କରିଛନ୍ତି। ପୁରୁଷମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏକ ଦୃଢ଼ ଆଇନଗତ ବ୍ୟବସ୍ଥା ବା ପ୍ଲାଟଫର୍ମର ଆବଶ୍ୟକତା ରହିଛି … Continue reading ସାଂସଦ ଅଶୋକ ମିତ୍ତଲଙ୍କ ବଡ଼ ବୟାନ; କହିଲେ, “ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ” || MP Ashok Mittal’s big statement; said, “Justice should be equal for everyone”