‘ଯୋଜନା ଓ ସଂଯୋଜନ’ ବିଭାଗ ଓ ଟିସିଏଫ ମଧ୍ୟରେ  ନିଯୁକ୍ତି ସୃଷ୍ଟି ନେଇ  ବୁଝାମଣାପତ୍ର ସ୍ୱାକ୍ଷରିତ

Odisha: ରାଜ୍ୟ ବାହାରେ କର୍ମନିଯୁକ୍ତି ସୃଷ୍ଟି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ।  ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ(ଟିସିଏଫ୍)’, ମୁଖ୍ୟାଳୟ-ନୂଆଦିଲ୍ଲୀ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି( ଜବ୍ କ୍ରିଏସନ ଆଣ୍ଡ ପ୍ରଡକ୍ଟିଭ ଏମ୍ପଲ୍ଏମେଣ୍ଟ) ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ଗୁରୁବାର ଲୋକସେବା ଭବନରେ ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ … Continue reading ‘ଯୋଜନା ଓ ସଂଯୋଜନ’ ବିଭାଗ ଓ ଟିସିଏଫ ମଧ୍ୟରେ  ନିଯୁକ୍ତି ସୃଷ୍ଟି ନେଇ  ବୁଝାମଣାପତ୍ର ସ୍ୱାକ୍ଷରିତ