ଗାଡ଼ିରେ ଯିବାବେଳେ ଆପଣଙ୍କୁ ବାନ୍ତି ଆସେ କି? କରନ୍ତୁ ଏହି ଆସନ

Motion Sickness: ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କାର, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ସେମାନଙ୍କର କାର୍‌ରେ ବସିବାର ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବୁଲାଇବା, ନିମ୍ନ ରକ୍ତଚାପ, ସ୍ନାୟବିକ ସମସ୍ୟା, ବେହୋସ, ବାନ୍ତି ଇତ୍ୟାଦି ସମସ୍ୟା ଆରମ୍ଭ ହୁଏ। ଏହାକୁ ଗତି ରୋଗ (motion sickness)ମଧ୍ୟ କୁହାଯାଏ । ଏକ ବନ୍ଦ ଗାଡ଼ିରେ ଯାତ୍ରା କରିବା ଏହାର କାରଣ ହୋଇଥାଏ … Continue reading ଗାଡ଼ିରେ ଯିବାବେଳେ ଆପଣଙ୍କୁ ବାନ୍ତି ଆସେ କି? କରନ୍ତୁ ଏହି ଆସନ