ଝିଅ ଯୋଗୁଁ ଅଡ଼ୁଆରେ ମା’! || Mother in distress because of her daughter!

ରାଜନୀତିରେ ସବୁକିଛି ସମ୍ଭବ। ଏଠାରେ ଗୋଟିଏ ନିଷ୍ପତ୍ତି ଆପଣଙ୍କୁ ଶୀର୍ଷରେ ପହଞ୍ଚାଇ ପାରେ, ତ ଆଉ ଗୋଟିଏ ଭୁଲ୍ ସବୁ ଶ୍ରମ ଓ ସ୍ୱପ୍ନକୁ ମାଟିରେ ମିଶାଇ ଦେଇପାରେ। ବିଶେଷ କରି ଯେତେବେଳେ ଭୁଲ୍ ନିଜ ଘର ଭିତରୁ ହୁଏ, ସେତେବେଳେ ଏହାର ପରିଣାମ ଅତି ଭୟଙ୍କର ହୋଇଥାଏ! ଭୁବନେଶ୍ୱର ସାଂସଦ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ। ଜଣେ ଆଇଏଏସ୍ (IAS) ଅଫିସରରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀଙ୍କର ସ୍ୱପ୍ନ ଥିଲା ବହୁତ ବଡ଼। କିନ୍ତୁ ଆଜି ତାଙ୍କ … Continue reading ଝିଅ ଯୋଗୁଁ ଅଡ଼ୁଆରେ ମା’! || Mother in distress because of her daughter!