ଘିବିଲି ଏଆଇ ଇମେଜକୁ ସାବଧାନ, ହୋଇପାରେ ଆପଣଙ୍କ ପର୍ସନାଲ ଡାଟା ଚୋରି
Ghibli Trend : କି ଘିବଲି ଟ୍ରେଣ୍ଡ ଆରମ୍ଭ ହୋଇଛି ଯେ, ସମସ୍ତେ ନିଜର ବ୍ୟକ୍ତିଗତ ଫଟୋକୁ ChatGPT ଓ Grok ଭଳି ପ୍ଲାଟଫର୍ମରେ ଅପଲୋଡ୍ କରି ଘିବଲି ଷ୍ଟାଇଲ୍ର ଇମେଜ୍ ତିଆରି କରୁଛନ୍ତି। ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କଠାରୁ ନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘିବ୍ଲି ଷ୍ଟାଇଲ୍ର ଇମେଜ୍ ଶେୟାର କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏକ ଭୁଲ୍ ଆପଣଙ୍କ ଉପରେ ହିଁ ଭାରୀ ପଡ଼ିପାରେ? ChatGPT ଦେଖିବା ପରେ ଏଲନ୍ ମସ୍କ ତାଙ୍କ ଏଆଇ … Continue reading ଘିବିଲି ଏଆଇ ଇମେଜକୁ ସାବଧାନ, ହୋଇପାରେ ଆପଣଙ୍କ ପର୍ସନାଲ ଡାଟା ଚୋରି
Copy and paste this URL into your WordPress site to embed
Copy and paste this code into your site to embed