ଗୋଟିଏ ରାତିରେ ସ୍ମଶାନ ପାଲଟି ଯାଇଥିଲା ଏହି ସହର…

Chernobyl: ଆମ ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ଆମେ ଏ ପର୍ଯ୍ୟନ୍ତ ଅବଗତ ହୋଇ ପାରିନାହୁଁ। ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଯିବା ପାଇଁ ଆଜିବି ଲୋକମାନେ ଡରୁଛନ୍ତି । ସେହିପରି ଏମିତି ଅନେକ ସ୍ଥାନ ଅଛି ଯାହାର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଲୋକମାନେ ଅନେକ ରାସ୍ତା ଅତିକ୍ରମ କରି ଆସିଥାନ୍ତି । ହେଲେ ଆପଣ ଦୁନିଆର ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ପହଞ୍ଚିବା ପରେ … Continue reading ଗୋଟିଏ ରାତିରେ ସ୍ମଶାନ ପାଲଟି ଯାଇଥିଲା ଏହି ସହର…