Most controversial Minister Krishna Chandra Patra’s Ministerial Position is in Danger ।। ସବୁଠାରୁ ବିବାଦୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ମନ୍ତ୍ରୀ ପଦକୁ ବିପଦ

ରାଜ୍ୟର ବିଜେପି ସରକାରରେ ଆରମ୍ଭରୁ ବିବାଦ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଡ଼ୁଆରେ ପକାଉଥିବା ମନ୍ତ୍ରୀ ହେଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ତାଙ୍କ ନାମରେ ପ୍ରଥମ କରି ବିଧାନସଭାରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏପରିକି ସେ ନିଜକୁ ଜଣେ କୁହାଳିଆ ତଥା ବିଫଳ ମନ୍ତ୍ରୀ ଭାବରେ ପ୍ରମାଣିତ କରିଛନ୍ତି। ଏବେ ସେ ଆଉ ଏକ ବିବାଦରେ ପଡ଼ିବାକୁ ଯାଉଛନ୍ତି। ବିବାଦଟି ହେଲା ଓଡ଼ିଶାର ଖାଦ୍ୟ ଯୋଗାଣ ଏବଂ … Continue reading Most controversial Minister Krishna Chandra Patra’s Ministerial Position is in Danger ।। ସବୁଠାରୁ ବିବାଦୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ମନ୍ତ୍ରୀ ପଦକୁ ବିପଦ