କେଉଁ ଦେଶରେ ସବୁଠାରୁ ଅଧିକ ଆଡଲ୍ଟ ସିନେମା ଦେଖୁଛନ୍ତି ଲୋକେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Adult Film: ଇଣ୍ଟରନେଟ୍ ଆମ ଜୀବନକୁ ବହୁତ ସହଜ କରିଦେଇଛି । ଆମେ ଗୁଗଲରେ କିଛି ବଟନ ଦବାଇଥାଉ ଏବଂ ସବୁ ପ୍ରକାର ସୂଚନା ଆମ ସାମ୍ନାରେ ଥାଏ । ତେବେ ଏହାର ଆମ ଜୀବନରେ ଅନେକ ନାକରତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ବିଶେଷ କରି ଯୁବପିଢ଼ିଙ୍କ ପାଇଁ। ବାସ୍ତବରେ ଇଣ୍ଟରନେଟ୍ ଯୁବପିଢ଼ିଙ୍କ ପାଇଁ ଅମ୍ଳଜାନ ଭଳି ହୋଇଗଲାଣି। ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପଡ଼ୁଛି। ଏହି ସହଜ ଉପଲବ୍ଧତା ସେମାନଙ୍କୁ … Continue reading କେଉଁ ଦେଶରେ ସବୁଠାରୁ ଅଧିକ ଆଡଲ୍ଟ ସିନେମା ଦେଖୁଛନ୍ତି ଲୋକେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ