Mortal danger, we have already given our own address to Elian! ।। ସାଂଘାତିକ ବିପଦ, ଏଲିୟନଙ୍କୁ ନିଜ ଠିକଣା ଆମେ ନିଜେ ଦେଇ ସାରିଲେଣି !

ବୈଜ୍ଞାନିକମାନଙ୍କର ଏକ ନୂଆ ଗବେଷଣା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି । ଆମ ନିଜ ଗ୍ରହ ପୃଥିବୀ ନିଜ ଅଜାଣତରେ ଏଲିୟନମାନଙ୍କୁ ନିଜର ଅବସ୍ଥାନ ଜଣାଉଛି । ତାହା ମଧ୍ୟ ପ୍ରତିଦିନ, ପ୍ରତି ଘଣ୍ଟା। ଏହି କାମ କରୁଛନ୍ତି ଆମର ବିମାନବନ୍ଦର ଓ ସାମରିକ ରାଡାର, ଯେଉଁମାନଙ୍କଠାରୁ ନିର୍ଗତ ରେଡିଓ ତରଙ୍ଗ ପୃଥିବୀର ପରିଧି ଅତିକ୍ରମ କରି ମହାକାଶରେ ବ୍ୟାପି ଯାଉଛି ଏବଂ ୨୦୦ ଆଲୋକ ବର୍ଷ ଦୂର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଖୁଲାସା … Continue reading Mortal danger, we have already given our own address to Elian! ।। ସାଂଘାତିକ ବିପଦ, ଏଲିୟନଙ୍କୁ ନିଜ ଠିକଣା ଆମେ ନିଜେ ଦେଇ ସାରିଲେଣି !