More than 400 suspected Bangladeshi Detained In Odisha last two days।। ଦୁଇଦିନରେ ଓଡ଼ିଶାରୁ ଚିହ୍ନଟ ହେଲେ ୪୦୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ

ପୁଣି ରାଜ୍ୟରୁ ଧରାପଡ଼ିଲେ ଅବୈଧ ଅନୁପ୍ରବାସୀକାରୀ ବାଂଲାଦେଶୀ। ବାଂଲାଦେଶୀଙ୍କୁ ଖୋଜିବା ପାଇଁ ପୋଲିସ ଅରମ୍ଭ କରିଥିବା ରାଜ୍ୟ ବ୍ୟାପୀ ଅନୁସନ୍ଧାନ କାର୍ଯ୍ୟକ୍ରମ ଦ୍ଵାରା ଜଗତସିଂପୁର ଜିଲ୍ଲା ପାରାଦୀପରେ ଏକ ବାଂଲାଦେଶୀ ପରିବାରର ଚାରି ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ବାଂଲାଦେଶୀ ପରିବାରଟି ଜଳପଥ ଦେଇ ଭାରତରେ ପ୍ରବେଶ କରି ବସ୍ ଯୋଗେ ଓଡ଼ିଶାକୁ ଆସିଛନ୍ତି। ଓଡ଼ିଶା ଆସିବା ପୂର୍ବରୁ କୋଲକାତାରେ ସେମାନେ ପହଞ୍ଚିଥିଲେ । ଅଟକ ରହିଥିବା ବାଂଲାଦେଶୀଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ … Continue reading More than 400 suspected Bangladeshi Detained In Odisha last two days।। ଦୁଇଦିନରେ ଓଡ଼ିଶାରୁ ଚିହ୍ନଟ ହେଲେ ୪୦୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ