More than 400 quintals of PDS wheat eaten by rats and worms! ।। ଆଶ୍ଚର୍ଯ୍ୟ: ମୂଷା ଏବଂ ପୋକ ଖାଇଗଲେ ୪୦୦ କ୍ୱିଣ୍ଟାଲରୁ ଅଧିକ ପିଡିଏସ୍ ଗହମ

ରାୟଗଡ଼ା ଜିଲ୍ଲାର ଏକ ମ୍ୟୁନିସିପାଲିଟି ଗୋଦାମରେ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ବିପୁଳ ପରିମାଣର ଗହମ କୀଟପତଙ୍ଗ ଏବଂ ମୂଷାଙ୍କ ଆକ୍ରମଣରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏହି ବିପୁଳ ଖାଦ୍ୟଶସ୍ୟ କ୍ଷତି ପାଇଁ ସ୍ଥାନୀୟ ଲୋକ ଏବଂ ହିତାଧିକାରୀ ପ୍ରଶାସନକୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ଏକ ପୌରପାଳିକା ଗୋଦାମରେ ଗଚ୍ଛିତ ଶହ ଶହ କ୍ୱିଣ୍ଟାଲ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଏଡଏସ) ଗହମକୁ ମୂଷା ଖାଇଯାଇଛି ଏବଂ ପୋକ ଆକ୍ରାନ୍ତ କରି ନଷ୍ଟ … Continue reading More than 400 quintals of PDS wheat eaten by rats and worms! ।। ଆଶ୍ଚର୍ଯ୍ୟ: ମୂଷା ଏବଂ ପୋକ ଖାଇଗଲେ ୪୦୦ କ୍ୱିଣ୍ଟାଲରୁ ଅଧିକ ପିଡିଏସ୍ ଗହମ