ନବୀନଙ୍କ ୨୪ ବର୍ଷ ଶାସନରେ ଶିକ୍ଷା ବ୍ୟବସ୍ଥା ଥିଲା ଏମିତି…
Education System in Naveen Era: ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ ମଧ୍ୟରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଅର୍ଥାତ୍ ୩୫ ପ୍ରତିଶତ ବିଦ୍ୟାଳୟ ମୁଖିଆ ବିହୀନ ହୋଇ ଚାଲିଛି। ବିଜେଡି ଶାସନରେ ଶିକ୍ଷା ବ୍ୟବସ୍ଥା କେମିତି ଥିଲା? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆଜିର ବିଧାନସଭାରେ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ପ୍ରଶ୍ନର ଉତ୍ତରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ। ଦୁଇଟି ପୃଥକ୍ ଜବାବରେ ଉଭୟ ମନ୍ତ୍ରୀ ରାଜ୍ୟର ସ୍କୁଲ୍ ଓ ବିଶ୍ୱବିଦ୍ୟାଳୟରେ … Continue reading ନବୀନଙ୍କ ୨୪ ବର୍ଷ ଶାସନରେ ଶିକ୍ଷା ବ୍ୟବସ୍ଥା ଥିଲା ଏମିତି…
Copy and paste this URL into your WordPress site to embed
Copy and paste this code into your site to embed