ଗତ ଦଶନ୍ଧିରେ ମାସିକ ଘରୋଇ ଉପଭୋକ୍ତା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି

MPCE: ସର୍ବେକ୍ଷଣ ଅନୁଯାୟୀ, ୨୦୧୧-୧୨ରେ ସହରାଞ୍ଚଳରେ ବର୍ତ୍ତମାନର ମୂଲ୍ୟରେ ହାରାହାରି ଏମପିସିଇ (ବିନା ମୂଲ୍ୟରେ) ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬,୪୫୯ ଟଙ୍କାରେ ପହଞ୍ଚିଛି। ଦେଶର ଗରିବ ଲୋକମାନେ ଦୈନିକ ୪୬ ଟଙ୍କା ବ୍ୟବହାର କରୁଛନ୍ତି। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ)ର ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ମୁଣ୍ଡପିଛା ମାସିକ ପରିବାର ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ଅଧୀନରେ ଥିବା ଏନଏସଏସଓ ଅଗଷ୍ଟ ୨୦୨୨ରୁ ଜୁଲାଇ … Continue reading ଗତ ଦଶନ୍ଧିରେ ମାସିକ ଘରୋଇ ଉପଭୋକ୍ତା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି