ସେପ୍ଟେମ୍ବରରେ ଆହୁରି ୨୫% ଅଧିକ ବର୍ଷିବ ମୌସୁମୀ, ଉତ୍ତର ଓଡ଼ିଶା ପାଇଁ ସତର୍କତା ଜାରି କଲେ IMD ଡିଜି || Monsoon to get 25% more rainfall in September, IMD DG issues warning for North Odisha

ଚଳିତ ମୌସୁମୀ ଋତୁରେ ବର୍ଷାର ପରିମାଣକୁ ନେଇ ସମଗ୍ର ଦେଶ ମଧ୍ୟରେ ଓଡ଼ିଶା ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ମୌସୁମୀର ସମୁଦାୟ ସ୍ୱାଭାବିକ କୋଟା ପୂରଣ ହୋଇସାରିଥିବା ବେଳେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୨୫ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ସେପ୍ଟେମ୍ବର ମାସରେ ମଧ୍ୟ ଓଡ଼ିଶାରେ ଲଘୁଚାପ … Continue reading ସେପ୍ଟେମ୍ବରରେ ଆହୁରି ୨୫% ଅଧିକ ବର୍ଷିବ ମୌସୁମୀ, ଉତ୍ତର ଓଡ଼ିଶା ପାଇଁ ସତର୍କତା ଜାରି କଲେ IMD ଡିଜି || Monsoon to get 25% more rainfall in September, IMD DG issues warning for North Odisha