ରଜରେ ଓଡିଶା ପହଞ୍ଚିବ ମୌସୁମୀ; ୨୭ ଜିଲ୍ଲାରେ ପ୍ରବଳ ବର୍ଷା || Monsoon to arrive in Odisha by the end of the month; heavy rainfall in 27 districts

ରଜ ପର୍ବରେ ମୌସୁମୀ ଓଡିଶା ପହଞ୍ଚିପାରେ; ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ସତର୍କତା ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରଜ ପର୍ବ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରେ ପହଞ୍ଚିବାର ସମ୍ଭାବନା ଅଧିକ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଗୁରୁବାର ପାଇଁ ମାଲକାନଗିରି, କୋରାପୁଟ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଏବଂ ଝଡ଼ବର୍ଷା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ବାକି ୨୭ଟି ଜିଲ୍ଲା … Continue reading ରଜରେ ଓଡିଶା ପହଞ୍ଚିବ ମୌସୁମୀ; ୨୭ ଜିଲ୍ଲାରେ ପ୍ରବଳ ବର୍ଷା || Monsoon to arrive in Odisha by the end of the month; heavy rainfall in 27 districts