ହନୁମାନଙ୍କ ‘ଲଙ୍କା ଦହନ’ ପରେ ମାଙ୍କଡ଼ଙ୍କ ପାଇଁ ଅନ୍ଧାରରେ ଶ୍ରୀଲଙ୍କା

Srilanka Blackout: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରବିବାର ସକାଳେ ମାଙ୍କଡ଼ ଯୋଗୁଁ ଦେଶବ୍ୟାପୀ ବ୍ଲାକ୍ ଆଉଟ୍ ହୋଇଥିଲା, ଯାହା ଅନେକ ଘଣ୍ଟା ଧରି ଚାଲିଥିଲା। ଅଧିକାରୀମାନେ ଏବେ ବି ଦେଶର ଅନେକ ସ୍ଥାନରେ ବିଦ୍ୟୁତ୍ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଜେନେରେଟର ବ୍ୟବହାର କରି ଦେଶରେ ବ୍ୟବସାୟ ଓ ପ୍ରତିଷ୍ଠାନ ଚାଲିଛି। ମାଙ୍କଡ଼ମାନେ ଶ୍ରୀଲଙ୍କାରେ ବଡ଼ ଶକ୍ତି ସଙ୍କଟ ସୃଷ୍ଟି କରିଛନ୍ତି। ମାଙ୍କଡ଼ଙ୍କ ଯୋଗୁଁ ସମଗ୍ର ଦେଶରେ ବିଜୁଳି ବାଧାପ୍ରାପ୍ତ ହୋଇଥିଲା। କିଛିଘଣ୍ଟା ପରେ ବି ବିଦ୍ୟୁତ୍ … Continue reading ହନୁମାନଙ୍କ ‘ଲଙ୍କା ଦହନ’ ପରେ ମାଙ୍କଡ଼ଙ୍କ ପାଇଁ ଅନ୍ଧାରରେ ଶ୍ରୀଲଙ୍କା