ରାଜ୍ୟସଭା ରଣକ୍ଷେତ୍ରରେ ‘ଅର୍ଥ’ର ଅଶ୍ୱମେଧ || Money in the Rajya Sabha battleground

ଲୋକକଥାରେ ଅଛି, ଦୁନିଆର ତିନିଟି ଶ୍ରେଣୀର ଲୋକଙ୍କ ଉପାର୍ଜନ ଉପରେ କେବେ ନଜର ପକାଇବା ଅନୁଚିତ। ସେମାନେ ହେଲେ— ଡାକ୍ତର, ପୁଲିସ ଏବଂ ଓକିଲ। ଏହି ତିନି ବର୍ଗର ବ୍ୟକ୍ତି ନିଜ କାମ ପାଇଁ ଦିନରାତି ଏକ କରି ଦିଅନ୍ତି, ଅନିଦ୍ରା ରୁହନ୍ତି ଏବଂ ଲୋକଙ୍କ ସେବା କରି ଅର୍ଥ ଉପାର୍ଜନ କରନ୍ତି। କିନ୍ତୁ ଓଡ଼ିଶାର ବର୍ତ୍ତମାନର ରାଜନୈତିକ ପାଣିପାଗ ଏହି ପୁରୁଣା ମାନ୍ୟତାକୁ ଓଲଟାଇ ଦେବାକୁ ଯାଉଛି। ଚଳିତ ରାଜ୍ୟସଭା ନିର୍ବାଚନରେ ଜଣେ ସୁନାମଧନ୍ୟ ଡାକ୍ତରଙ୍କ … Continue reading ରାଜ୍ୟସଭା ରଣକ୍ଷେତ୍ରରେ ‘ଅର୍ଥ’ର ଅଶ୍ୱମେଧ || Money in the Rajya Sabha battleground