ଜାନୁଆରୀ ୦୬ ତାରିଖ ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ
ମେଷ ପଥରୋଧ ହୋଇପାରେ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ହେବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ବୃଷ– ଉତ୍ତମ ଆୟର ଯୋଗ ରହିଛି । ମନରେ ଉତ୍ଥାନ-ପତନ ହେବ । ଅଦରକାରୀ ବିତର୍କରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକର ସୁଖଦ ଫଳାଫଳ ମିଳିବ । … Continue reading ଜାନୁଆରୀ ୦୬ ତାରିଖ ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଦିନ
Copy and paste this URL into your WordPress site to embed
Copy and paste this code into your site to embed