Mokim’s expulsion from Congress ।। କଂଗ୍ରେସରୁ ମୋକିମ ବହିଷ୍କୃତ ଧ୍ରଚବୀକରଣ ହେବ ମୁସଲିମ ଭୋଟ୍‍

ରୋଗୀ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା’—ଏହି ପ୍ରବାଦଟି ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ ଆଜି ସତରେ ପରିଣତ ହୋଇଛି। କଟକ-ବାରବାଟୀର ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଯେଉଁ ରାସ୍ତା ଖୋଜୁଥିଲେ, ଦଳୀୟ ନେତୃତ୍ୱ ଶେଷରେ ତାହା ହିଁ କରିଛନ୍ତି। ଅନୁଶାସନହୀନତା ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। କିନ୍ତୁ ଏହି ବହିଷ୍କାର କେବଳ କଂଗ୍ରେସର ଆଭ୍ୟନ୍ତରୀଣ ଶୃଙ୍ଖଳାର ପ୍ରଶ୍ନ ହୋଇ ରହିନାହିଁ, ବରଂ ଏହା ଆଗାମୀ ଦିନରେ … Continue reading Mokim’s expulsion from Congress ।। କଂଗ୍ରେସରୁ ମୋକିମ ବହିଷ୍କୃତ ଧ୍ରଚବୀକରଣ ହେବ ମୁସଲିମ ଭୋଟ୍‍