Mohan’s headache minister II ମୋହନଙ୍କ ମୁଣ୍ଡବିନ୍ଧା ମନ୍ତ୍ରୀ

ରାଜ୍ୟର ନିକମା ପ୍ରଶାସନ ସହ ମୁଣ୍ଡବିନ୍ଧା ମନ୍ତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ପୂରା ଟେନ୍‍ସନରେ ଅଛନ୍ତି। ୧୩ମାସର ସରକାର ହୋଇଥିଲେ ବି ରାଜ୍ୟରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବାରେ ତାଙ୍କ କ୍ୟାବିନେଟରେ ଥିବା ଆତ୍ମମୁଗ୍ଧ ମନ୍ତ୍ରୀମାନେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବମୂର୍ତ୍ତିରେ ଅଳନ୍ଧୁ ଜମିଲାଣି। ଲୋକେ କହିଲେଣି ମୋହନ ଭିଡ଼କୁ ନୁହନ୍ତି। ଆଉ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ପଛରେ ଯଦି କାରଣ ଖୋଜାଯାଏ ତେବେ ଆଗକୁ ଆସିବେ … Continue reading Mohan’s headache minister II ମୋହନଙ୍କ ମୁଣ୍ଡବିନ୍ଧା ମନ୍ତ୍ରୀ