Mohan’s cabinet expansion after 24 ।। ୨୪ ପରେ ମୋହନଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ
ଖୁବ୍ଶୀଘ୍ର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରୀମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ମଧ୍ୟ ଅନୁଭବ କରୁଛନ୍ତି । ଖବର ଅନୁଯାୟୀ, ଚଳିତ ମାସ ମୋହନଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ। ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ … Continue reading Mohan’s cabinet expansion after 24 ।। ୨୪ ପରେ ମୋହନଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ
Copy and paste this URL into your WordPress site to embed
Copy and paste this code into your site to embed