୨୪ ଟି କଟ୍ ପରେ ମୁକ୍ତିଲାଭ କଲା ମୋହନଲାଲଙ୍କ ଅଭିନୀତ ଏମ୍ପୁରାନ

Empuraan: ଅଭିନେତା ମୋହନଲାଲ ଏବଂ ନିର୍ଦ୍ଦେଶକ ପୃଥ୍ୱୀରାଜ ସୁକୁମାରନଙ୍କ ‘ଏଲ୍ ୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି। ନିର୍ମାତା ମାନେ ସ୍ୱେଚ୍ଛାକୃତ ଭାବେ ପୁନଃ ସେନ୍ସର କରିବାକୁ ଯାଇଥିଲେ ଏବଂ ସେନ୍ସର ବୋର୍ଡ ୨ ମିନିଟ୍ ର ଫୁଟେଜ୍ ହଟାଇବା ସମେତ ୨୪ଟି କାଟ କରିବାକୁ ପରାମର୍ଶ ଦେଇଥିଲେ। ମୋହନଲାଲଙ୍କ ‘ଏଲ୍-୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ରାତି ୧୧ଟା ୨୫ମିନିଟ୍ ରେ ତିରୁବନନ୍ତପୁରମର ଆର୍ଟେକ୍ ସିନେମାରେ ପ୍ରଦର୍ଶିତ ହୋଇଥିଲା। … Continue reading ୨୪ ଟି କଟ୍ ପରେ ମୁକ୍ତିଲାଭ କଲା ମୋହନଲାଲଙ୍କ ଅଭିନୀତ ଏମ୍ପୁରାନ