ମୋହନଲାଲଙ୍କ ଅଭିନୀତ ‘ଏମ୍ପୁରାଁ’ ହିନ୍ଦୁ ବିରୋଧୀ, ବିଜେପି ବିରୋଧୀ ପ୍ରଚାରର ମାଧ୍ୟମ: ଆର୍ଏସ୍ଏସ୍ ସହ ଜଡ଼ିତ ପତ୍ରିକା

Empuraan: ମୋହନଲାଲଙ୍କ ଅଭିନୀତ ‘ଏଲ୍-୨: ଏମ୍ପୁରାନ୍’ କେବଳ ଆଉ ଏକ ଚଳଚ୍ଚିତ୍ର ନୁହେଁ, ବରଂ ହିନ୍ଦୁ ଓ ବିଜେପି ବିରୋଧୀ କାହାଣୀ ପ୍ରସାର କରିବାର ଏକ ମାଧ୍ୟମ, ଯାହା ପୂର୍ବରୁ ଭାଙ୍ଗି ଯାଇଥିବା ଭାରତକୁ ଆହୁରି ବିଭାଜିତ କରିବାର ଆଶଙ୍କା ସୃଷ୍ଟି କରିଛି ବୋଲି ଆର୍ଏସ୍ଏସ୍ ସହ ଜଡ଼ିତ ଏକ ପତ୍ରିକାରେ ପ୍ରକାଶିତ ଏକ ଲେଖାରୁ ଜଣାପଡ଼ିଛି। ଗୁଜରାଟରେ ଗୋଧ୍ରା ପରବର୍ତ୍ତୀ ଦଙ୍ଗାର ସମ୍ବେଦନଶୀଳ ପ୍ରସଙ୍ଗକୁ ଏହି ଚଳଚ୍ଚିତ୍ରରେ ସ୍ପଷ୍ଟ ଓ ଉଦ୍ବେଗଜନକ ପକ୍ଷପାତିତା ସହ ଦର୍ଶାଯାଇଛି। … Continue reading ମୋହନଲାଲଙ୍କ ଅଭିନୀତ ‘ଏମ୍ପୁରାଁ’ ହିନ୍ଦୁ ବିରୋଧୀ, ବିଜେପି ବିରୋଧୀ ପ୍ରଚାରର ମାଧ୍ୟମ: ଆର୍ଏସ୍ଏସ୍ ସହ ଜଡ଼ିତ ପତ୍ରିକା