ମୋହନ-ନବୀନ ଗୀତକୁ ନେଇ ମୁଣ୍ଡଫଟାଫଟି ।। Mohan – Naveen

ବାଲେଶ୍ୱର ଜିଲ୍ଲା, ଅମର୍ଦ୍ଦାରୋଡ୍ – ସିଦ୍ଧେଶ୍ୱର ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ଓ ଗଣ୍ଡଗୋଳ ଘଟିଛି । ଘଟଣା ସମୟରେ ମଞ୍ଚରେ ଅଧିକ ଚେୟାର ଭାଙ୍ଗିଯାଇଥିବା ଓ କିଛି ଛାତ୍ର ପୋଲିସଙ୍କ ଦ୍ୱାରା ଅଟକ ହୋଇଥିବା ଜଣାପଡ଼ିଛି । ଘଟଣା ସମୟରେ, ମହାବିଦ୍ୟାଳୟର ଛାତ୍ର ସଂଗଠନ ଗୋଟିଏ ଦଳ ମହାବିଦ୍ୟାଳୟର ଉତ୍ସବରେ “ହେ ନବୀନ ବାବୁ, ଆମେ ତମର ଫ୍ୟାନ” ଗୀତରେ ନାଚିବା ସମୟରେ ଅନ୍ୟ ଗୋଷ୍ଠୀ ମୋହନଙ୍କ ଗୀତ … Continue reading ମୋହନ-ନବୀନ ଗୀତକୁ ନେଇ ମୁଣ୍ଡଫଟାଫଟି ।। Mohan – Naveen