mohan majhi’s bjd government ।। ମୋହନ ମାଝୀଙ୍କ ବିଜେଡି ସରକାର!

ଆଉ କିଛିଦିନ ପରେ ଓଡ଼ିଶାର ରାଜନୀତି ଇତିହାସରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ପୂରିବ। ଜନତା ମୈଦାନରେ ଏହି ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ଉତ୍ସବର ଆୟୋଜନ କରାଯାଇଛି। ସହି ଦିନ ୩୬୫ ପ୍ରକଳ୍ପର ଉଦ୍‍ଘାଟନ ସାଙ୍ଗକୁ ୩୬୫ ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି। ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାରକୁ ଅପସାରଣ କରି କ୍ଷମତାସୀନ ହୋଇଥିବା ମୋହନ ମାଝୀଙ୍କ ଶାସନ କାଳ କିନ୍ତୁ ଅନେକ … Continue reading mohan majhi’s bjd government ।। ମୋହନ ମାଝୀଙ୍କ ବିଜେଡି ସରକାର!