ବିଧାୟକଙ୍କ ହାତପାଣ୍ଠିକୁ ବଢ଼ାଇଲେ ମୋହନ ମାଝୀ, ଏଣିକି ବର୍ଷକୁ ୫ କୋଟି ଖର୍ଚ୍ଚ କରିବେ ଜଣେ ବିଧାୟକ

MLA Lad fund: ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ … Continue reading ବିଧାୟକଙ୍କ ହାତପାଣ୍ଠିକୁ ବଢ଼ାଇଲେ ମୋହନ ମାଝୀ, ଏଣିକି ବର୍ଷକୁ ୫ କୋଟି ଖର୍ଚ୍ଚ କରିବେ ଜଣେ ବିଧାୟକ