ଲୋକଙ୍କ ଅଭିଯୋଗ ଶୁଣିବାକୁ ବି ମୋହନଙ୍କ ବେଳ ଅଣ୍ଟୁନି, ୩୧ରୁ ୭ ସୋମବାର ଆସିଛନ୍ତି ମୁଖ୍ୟମନ୍ତ୍ରୀ
ଲୋକଙ୍କ ମୁଖ୍ୟମନ୍ତ୍ରୀଭାବେ ରାଜ୍ୟରେ ଭାବମୂର୍ତ୍ତି ଗଢ଼ିବାକୁ ବିଜେପି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଏ ଭିତରେ ପ୍ରଧାନମନ୍ତ୍ରୀ ଯେତେଥର ବି ଓଡ଼ିଶା ଆସିଛନ୍ତି ମୋହନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଛନ୍ତି। ଏ ଭାବମୂର୍ତ୍ତିକୁ ନିରନ୍ତର ରଖିବା ଲାଗି ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସାଧାରଣ ଲୋକଙ୍କ ଅଭିଯେଗା ଶୁଣାଣି ପାଇଁ ଉନ୍ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଏ ଭିତରେ ୩୧ ସୋମବାର ଭିତରୁ ମାତ୍ର … Continue reading ଲୋକଙ୍କ ଅଭିଯୋଗ ଶୁଣିବାକୁ ବି ମୋହନଙ୍କ ବେଳ ଅଣ୍ଟୁନି, ୩୧ରୁ ୭ ସୋମବାର ଆସିଛନ୍ତି ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed