ସଂଘ ପୂର୍ବରୁ ହିନ୍ଦୁ ଧର୍ମ ଥିଲା,ମୋହନ ଭାଗବତ ତୁଷ୍ଟୀକରଣର କଥା କହୁଛନ୍ତି: ରାମଭଦ୍ରଚାର୍ଯ୍ୟ

Mandir masjid dispute remarks :ମୋହନ ଭାଗବତଙ୍କ ବୟାନକୁ ନେଇ ରାମଭଦ୍ରଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ସଂଘ ଓ ଭାଗବତଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମନ୍ଦିର-ମସଜିଦ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ମୋହନ ଭଗବତଙ୍କ ବକ୍ତବ୍ୟ ଉପରେ ରାମଭଦ୍ରଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆରଏସଏସ ଏବଂ ଭାଗବତଙ୍କ … Continue reading ସଂଘ ପୂର୍ବରୁ ହିନ୍ଦୁ ଧର୍ମ ଥିଲା,ମୋହନ ଭାଗବତ ତୁଷ୍ଟୀକରଣର କଥା କହୁଛନ୍ତି: ରାମଭଦ୍ରଚାର୍ଯ୍ୟ