ଇକୋସିଷ୍ଟମର ଶିକାର ମୋହନ || Mohan, a victim of the ecosystem

‘ଇକୋସିଷ୍ଟମ’ ଟାର୍ଗେଟରେ ମୋହନ ମାଝୀ? ଭାଇରାଲ ଭିଡିଓ ପରେ ବଢ଼ିଲା ରାଜନୈତିକ ଚର୍ଚ୍ଚା ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ନୂଆ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ କେନ୍ଦ୍ର କରି ରାଜ୍ୟରେ “ଇମେଜ୍ ପଲିଟିକ୍ସ” ଓ “ନାରେଟିଭ୍ ଯୁଦ୍ଧ” ନେଇ ବିଭିନ୍ନ ମହଳରେ ଆଲୋଚନା ଚାଲିଛି। କିଛି ରାଜନୈତିକ ବିଶ୍ଳେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀଙ୍କ ଛବିକୁ କ୍ଷତିଗ୍ରସ୍ତ କରିବା ପାଇଁ ଏକ ସଂଗଠିତ “ଇକୋସିଷ୍ଟମ” ସକ୍ରିୟ ହୋଇପାରେ। … Continue reading ଇକୋସିଷ୍ଟମର ଶିକାର ମୋହନ || Mohan, a victim of the ecosystem