ପାକିସ୍ତାନୀ ଖେଳାଳୀଙ୍କ ଧର୍ମ ପ୍ରଚାର,ବିଦେଶୀ ଖେଳାଳୀଙ୍କୁ କୋରାନ ଦେଉଥିଲେ ରିଜୱାନ

Mohammad Rizwan: ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନୀ ଟିମ୍ ଚମ୍ପିଆନ୍ସ ଟ୍ରଫିରୁ ଲଜ୍ଜାଜନକ ଭାବେ ବିଦାୟ ନେଇଛି । ପାକିସ୍ତାନୀ ଟିମ୍ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିବା ପାକିସ୍ତାନୀଙ୍କୁ ବ୍ୟଥିତ କରିଥିବା ବେଳେ ଖେଳ ବାଦ ଅଲଗା ବିଷୟକୁ ନେଇ ଏବେ ପାକିସ୍ତାନୀ ଟିମ୍ ଓ ଏହାର କ୍ୟାପ୍ଟେନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ପାକିସ୍ତାନ ଓପନର ଇମାମ-ଉଲ-ହକଙ୍କ ପଡକାଷ୍ଟର ଏକ କ୍ଲିପ୍ … Continue reading ପାକିସ୍ତାନୀ ଖେଳାଳୀଙ୍କ ଧର୍ମ ପ୍ରଚାର,ବିଦେଶୀ ଖେଳାଳୀଙ୍କୁ କୋରାନ ଦେଉଥିଲେ ରିଜୱାନ