ଖଣ୍ଡାଧାର ନିକଟରେ ଓଡ଼ିଶା ଖଣି ନିଗମର ଖନନ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

Khandadhar: ଯେହେତୁ ପ୍ରୋସ୍ପେକ୍ଟିଂ ପାଇଁ ପ୍ରସ୍ତାବିତ ଅଞ୍ଚଳ ଏକ ହାତୀ ବାସସ୍ଥଳୀ ଏବଂ ନିକଟ ଅତୀତରେ ବାଘର ଉପସ୍ଥିତି ଦେଖିବାକୁ ମିଳିଛି, ତେଣୁ କମିଟି ଏ ସଂକ୍ରାନ୍ତରେ ଏନଟିସିଏର ମତାମତ ମଧ୍ୟ ଲୋଡ଼ିଛି। ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ସବ୍ ବ୍ଲକ୍-ବି ଲୁହାପଥର ଖଣି ଅଞ୍ଚଳରେ ଅନୁସନ୍ଧାନମୂଳକ ଖନନ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ଗମ୍ଭୀର ପରିବେଶ ଉଦବେଗ ପ୍ରକାଶ … Continue reading ଖଣ୍ଡାଧାର ନିକଟରେ ଓଡ଼ିଶା ଖଣି ନିଗମର ଖନନ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ