ମୋଦୀଙ୍କ ମୋହର, ମୋହନଙ୍କ ଶକ୍ତି || Modi’s seal, Mohan’s strength

ରାଜନୀତିରେ ଶବ୍ଦ ଅପେକ୍ଷା ସଙ୍କେତର ମହତ୍ତ୍ୱ ଅଧିକ। ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ଏବଂ ଉତ୍କଳ ଦିବସର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଯେଉଁ ଚିଠି ଲେଖିଛନ୍ତି, ତାହା କେବଳ ଏକ ଆନୁଷ୍ଠାନିକ ଶୁଭେଚ୍ଛା ନୁହେଁ। ଏହା ହେଉଛି ଓଡ଼ିଶାରେ ନୂତନ ଶାସନ କଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଦିଲ୍ଲୀ ଦରବାରର ଅକୁଣ୍ଠ ଆଶୀର୍ବାଦ ଓ ଭରସାର ଏକ ବଳିଷ୍ଠ ଦଲିଲ୍। ଏହି ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ … Continue reading ମୋଦୀଙ୍କ ମୋହର, ମୋହନଙ୍କ ଶକ୍ତି || Modi’s seal, Mohan’s strength