ବିହାର ନିର୍ବାଚନ ପୂର୍ବରୁ ରାହୁଲଙ୍କ ପ୍ରସଙ୍ଗ ‘ହରଣ’ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଜନଗଣନାକୁ ଅନୁମୋଦନ ଦେଇ ଏକ ବଡ଼ ରାଜନୈତିକ ବାଜି ଖେଳିଛନ୍ତି। ଏହା କଂଗ୍ରେସ, ଖାସକରି ରାହୁଲ ଗାନ୍ଧିଙ୍କ ପାଖରୁ ସେମାନଙ୍କର ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗକୁ ଛଡ଼ାଇ ନେଇଛି। ଦୀର୍ଘ ସମୟ ଧରି ରାହୁଲ ଗାନ୍ଧି ଏବଂ ବିପକ୍ଷ ଜାତି ଜନଗଣନା ଦାବି କରି ବିଜେପି ଉପରେ ଆକ୍ରମଣ କରୁଥିଲେ। କିନ୍ତୁ ଏନଡିଏ ସରକାରଙ୍କ ଏହି ପଦକ୍ଷେପ ରାଜନୈତିକ ସମୀକରଣକୁ ବଦଳାଇ ଦେଇପାରେ, ବିଶେଷକରି ବିହାର ନିର୍ବାଚନରେ ଏହାର ପ୍ରଭାବ ଦୃଶ୍ୟମାନ ହୋଇପାରେ। … Continue reading ବିହାର ନିର୍ବାଚନ ପୂର୍ବରୁ ରାହୁଲଙ୍କ ପ୍ରସଙ୍ଗ ‘ହରଣ’ କଲେ ମୋଦୀ