ମୋଦି ଚାପର ବଶବର୍ତ୍ତୀ ହେବା ବ୍ୟକ୍ତି ନୁହଁନ୍ତି; ପୁଟିନ || Modi is not a man to bow to pressure; Putin

ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି, କାରଣ ସେ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ କୌଣସି ଦେଶର ଚାପ ଆଗରେ ନତମସ୍ତକ ହୁଅନ୍ତି ନାହିଁ। ପୁଟିନ କହିଛନ୍ତି “ପ୍ରଧାନମନ୍ତ୍ରୀ ମୋଦି ଏପରି ବ୍ୟକ୍ତି ନୁହଁନ୍ତି ଯିଏ ସହଜରେ ଚାପ ଆଗରେ ନତ ହୁଅନ୍ତି। ଭାରତୀୟ ଲୋକମାନେ ନିଶ୍ଚିତ ଭାବରେ ସେମାନଙ୍କ ନେତାଙ୍କ ଉପରେ ଗର୍ବ କରିପାରିବେ”। ରୁଷ ଏବଂ ଭାରତର ସମାନ ଲକ୍ଷ୍ୟକୁ ବର୍ଣ୍ଣନା … Continue reading ମୋଦି ଚାପର ବଶବର୍ତ୍ତୀ ହେବା ବ୍ୟକ୍ତି ନୁହଁନ୍ତି; ପୁଟିନ || Modi is not a man to bow to pressure; Putin