Modi government’s budget Concerned geopolitics || ମୋଦୀ ସରକାରଙ୍କ ବଜେଟ୍ ଚିନ୍ତିତ ଜିଓ ପଲିଟିକ୍ସ

ଭାରତୀୟ ଗଣତନ୍ତ୍ରରେ ବଜେଟ୍ କେବଳ ଆୟ-ବ୍ୟୟର ହିସାବ କାଗଜ ନୁହେଁ। ଏହା ରାଜନୈତିକ ଇଚ୍ଛାଶକ୍ତି, ଅର୍ଥନୈତିକ ଦାର୍ଶନିକତା ଓ ଜିଓ ପଲିଟିକ୍ସ ଚିନ୍ତାଧାରାର ଏକ ସଂଯୁକ୍ତ ଘୋଷଣାପତ୍ର। ଏହି ପ୍ରସଙ୍ଗରେ ନିର୍ମଳା ସୀତାରମଣଙ୍କ ନଅଟି ବଜେଟ୍‌ ମଧ୍ୟରୁ ସାମ୍ପ୍ରତିକ ବଜେଟ୍ ଏକ ଭିନ୍ନ ଚରିତ୍ର ଦେଖାଏ। ଏହା ସବୁଠାରୁ କମ୍ “ନିର୍ବାଚନମୁଖୀ” ବଜେଟ୍, କିନ୍ତୁ ସେଇ ସମୟରେ ସବୁଠାରୁ ଅଧିକ ଜିଓ ପଲିଟିକ୍ସ ଚାପରେ ତିଆରି ହୋଇଥିବା ଅର୍ଥନୈତିକ ଦଲିଲ। ପ୍ରଥମ ଦୃଷ୍ଟିରେ ଏହି ବଜେଟ୍ ଶାନ୍ତ, … Continue reading Modi government’s budget Concerned geopolitics || ମୋଦୀ ସରକାରଙ୍କ ବଜେଟ୍ ଚିନ୍ତିତ ଜିଓ ପଲିଟିକ୍ସ