Modi government started bulldrozer on Manarega ।। ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇଦେଲେ

କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀ ଶନିବାର ଅଭିଯୋଗ କରିଛନ୍ତି ଯେ ମୋଦି ସରକାର ମନରେଗାକୁ ବୁଲଡୋଜର ଚଲାଇଦେଇ ଲକ୍ଷ ଲକ୍ଷ ଚାଷୀ, ଶ୍ରମିକ ଏବଂ ଭୂମିହୀନ ଗ୍ରାମୀଣ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦଳ ନୂତନ “କଳା ଆଇନ” ବିରୁଦ୍ଧରେ ଲଢ଼ିବାକୁ ପ୍ରତିବଦ୍ଧ । ସଂସଦରେ “ବିକଶିତ ଭାରତ – ଜୀ ରାମ ଜୀ ବିଲ୍” ଗୃହୀତ ହେବା ପରେ ସୋନିଆ ଗାନ୍ଧୀ ଏହି ବିବୃତ୍ତି … Continue reading Modi government started bulldrozer on Manarega ।। ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇଦେଲେ