Modi and President Murmu may visit Odisha; administrative preparations begin II ଓଡ଼ିଶା ଆସିପାରନ୍ତି ମୋଦି ଓ ରାଷ୍ଟ୍ରପତି ମୁର୍ମୁ, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ଓଡ଼ିଶା ଗସ୍ତରେ ଆସିପାରନ୍ତି ଦେଶର ଦୁଇ ଶୀର୍ଷ ନେତୃତ୍ୱ। ଗୋଟିଏ ପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଇ ଭିଭିଆଇପିଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ତତ୍ପରତା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ସେହିପରି … Continue reading Modi and President Murmu may visit Odisha; administrative preparations begin II ଓଡ଼ିଶା ଆସିପାରନ୍ତି ମୋଦି ଓ ରାଷ୍ଟ୍ରପତି ମୁର୍ମୁ, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ