ରଥ ପୂର୍ବରୁ ବଡ଼ ବିଭ୍ରାଟ। ଚୋରି ହୋଇଗଲା ଦଶମୂଳ ମୋଦକ। ଶ୍ରୀମନ୍ଦିର ଗାରଦରୁ ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକ ଚୋରି। ଶ୍ରୀଜୀଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ହୋଇଥାଏ। ଯାହକି କବିରାଜ ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ସ୍ନାନ … Continue reading Dasamula Modaks Stolen from Shree Mandir Complaint Filed in Administration ।। କେବେ ସୁଧୁରିବେ ସେବାୟତ? ଶ୍ରୀଜୀଉଙ୍କ ମୁହଁରୁ ଛଡ଼ାଇ ନେଲେ ଔଷଧ
Copy and paste this URL into your WordPress site to embed
Copy and paste this code into your site to embed